ପବିତ୍ର ଜନ୍ମାଷ୍ଟମୀ ବହୁ ଧୁମ ଧାମରେ ପାଳନ

0
61
ପବିତ୍ର

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୭/୦୯) : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ଵତୀଙ୍କ ୧୫ତମ ଶ୍ରାଦ୍ଧ ଦିବସ ।

ଏ ନେଇ କନ୍ଧମାଳ ଜିଲ୍ଲା ରାଇକିଆ ଶିଶୁ ମନ୍ଦିର ସ୍କୁଲ୍ ରେ ବ୍ୟାପକ ସୁନ୍ଦର୍ ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା । ସକାଳୁ ସକାଳୁ ଗୁରୁମା ଓ ଗୁରୁଜୀ ମାନଙ୍କ ଦ୍ୱାରା ଯେଉଁ ଛୋଟ ଛୋଟ ପିଲା ମାନେ ରାଧା ଓ କୃଷ୍ଣ ଭେଶ ହୋଇ ଥିଲେ ସେମାନଙ୍କୁ ନେଇ ସହର ପରିକ୍ରମା କରିଥିଲେ । ଓ ଲୋକ ମାନେ ରାଧା ଓ କୃଷ୍ଣ ଭେଷ ରେ ଥିବା ପିଲା ମାନଙ୍କୁ ବହୁ ସୁନ୍ଦର ଭାବେ ପୁଜା କରିଥିଲେ ।