ବଜ୍ରପାତରେ ୧୨ ଛେଳି ମୃତ

0
46
ବଜ୍ରପାତରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୯) : ଗତ କାଲି ହଠାତ ବଜ୍ର ପାତ ହେବା ଫଳରେ ଖାରଡ଼ା ଗ୍ରାମର ଶ୍ରୀଧର ପ୍ରଧାନଙ୍କ ୧୨ ଟି ଛେଳି ବଜ୍ରପାତ ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ସେ ଜଣେ ଗରିବ ଶ୍ରେଣୀର ଲୋକ ନିଜ ଛେଳିକୁ ଚରାଇବାକୁ ନେଇଥିବା ବେଳେ ଏହି ଘଟଣା ଘଟିଛି, ସରପଞ୍ଚ ଶ୍ରୀ ଅଖିଳ ପାତ୍ର କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି, ପଶୁଧନ ଚିକିତ୍ସାକ ଓ ତାଙ୍କ ଷ୍ଟାଫ କ୍ଷେତ୍ର ପରିଦର୍ଶନ କରିଛନ୍ତି ।