ମନ୍ଦିରରେ ପଶି ଲୁଟି ନେଲେ ଅଳଙ୍କାର

0
41
ମନ୍ଦିରରେ ପଶି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୨/୧୧) : ଭଦ୍ରକରେ ମାତିଲେ ମନ୍ଦିର ଲୁଟେରା

ଶ୍ରୀରାମ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଓ ଶନି ମନ୍ଦିରରେ ପଶି ଲୁଟି ନେଲେ ବ୍ୟବହୃତ ହେଉଥିବା ଚାନ୍ଦି, ସୁନା, ରୁପା ଅଳଙ୍କାର ସହ ପିତ୍ତଳ ବାସନ କୁଶନ ଓ ଦାନବାକ୍ସର ଲକ୍ଷାଧିକ ଟଙ୍କା । ଚରମ୍ପା ବରାଳପୋଖରୀ ଅଞ୍ଚଳର ୧ ନଂ ଓ ୨ ନଂ ୱାର୍ଡରେ ଥିବା ମନ୍ଦିରରୁ ଲୁଟ୍ ହୋଇଛି । ଟାଉନ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।