ଦୈନିକ ସମ୍ବାଦ ପତ୍ର ପ୍ରମେୟ ର ପୁନଃ ଆରମ୍ଭ

0
51
ଦୈନିକ ସମ୍ବାଦ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୧୧) : କାଶୀନଗର ଠାରେ ଦୈନିକ ସମ୍ବାଦ ପତ୍ର ପ୍ରମେୟ ପୁନଃ ଆରମ୍ଭ ହୋଇଛି ।

ଦୈନିକ ଧରିତ୍ରୀ ପାଇଁ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କରିଥିବା ଶ୍ରୀ ରାଜେଶ ପଟନାୟକ ପୁନଃ ଏହି ଖବର କାଗଜ ପାଇଁ କାର୍ଯ୍ୟ କରିବା ସହ ଆଜି ଏହି କାଗଜକୁ ବଂଶଧରା ପାଠାଗାରରେ ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଉନ୍ମୋଚନ କରିଥିଲେ । ପ୍ରସଙ୍ଗର ସମ୍ପାଦକ ହୃଷିକେଶ ଗୌଡ଼ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇଥିଲେ, ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ସାମ୍ବାଦିକ ରାଜେଶ ପଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।