ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୦) : କାଶୀନଗର ବ୍ଲକ ଠାରେ ଗତକାଲି ଲଷ୍ମୀ ବସ ସେବା ଆରମ୍ଭ ହୋଇଛି ।
ଗତ କାଲି ସ୍ଥାନୀୟ ବ୍ଲକ ଅଫିସ ଠାରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ବାଲା ସାଇ ଆମ୍ମା ଜିଲ୍ଲା ପରିଷଦ ଏକ ନମ୍ବର ଓ ପ୍ରେସ କ୍ଲବ ର ସଦସ୍ୟ ଏସ ଏଚଜି ଗ୍ରୁପ, ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡିଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଥିଲା । ଲୋକ ମାନେ ଏହି ସେବା ପାଇଁ ବହୁତ ଖୁସି ପ୍ରକୋଟ କରିଛନ୍ତି ।
[…] : ପ୍ରଣତି ସାବତ କାଶୀନଗର, (୨୭/୧୦) : ଅଖିଳ ଭାରତ କେନ୍ଦ୍ରୀୟ ସମବାୟ […]
[…] : ପ୍ରଣତି ସାବତ କାଶୀନଗର, (୩୦/୧୦) : କାଶୀନଗର ବ୍ଲକରେ କାର୍ଯ୍ୟରତ ୩ଟି […]
[…] : ପ୍ରଣତି ସାବତ କାଶୀନଗର, (୧,୧୧) : ଗଜପତି ଜିଲ୍ଲା ଏକ କୃଷି ପ୍ରଧାନ […]
[…] : ପ୍ରଣତି ସାବତ କାଶୀନଗର, (୦୧/୧୧) : କାଶୀନଗର ସହର ପାର୍ଶ୍ଵରେ […]
[…] : ପ୍ରଣତି ସାବତ କାଶୀନଗର, (୩/୧୧) : ଗତ ବୁଧୁବାର ଦିନ ଗଜପତି ଜିଲ୍ଲାପାଳ […]
Comments are closed.