ନବୀନ ଓଡିଶା ମୋ ଓଡିଶା କାର୍ଯ୍ୟକ୍ରମର ଉଦଘାଟନ

0
41
ନବୀନ ଓଡିଶା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୧୧) : କାଶୀନଗର (ଏନ ଏ ସି) ଆଜି କାଶୀନଗର ହାଇସ୍କୁଲ ପଡିଆ ଥସରେ ବ୍ଲକ ସ୍ତରୀୟ ନବୀନ ଓଡିଶା ମୋ ଓଡିଶା କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।Whatsapp Image 2023 11 06 At 13.33.22

କାଶୀନଗର ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମା, ବିଡ଼ିଓ ଅନୁପ ପଣ୍ଡା, ତହସିଲଦାର ଆଶିଷ ପ୍ରଧାନ, ଉପ ଜିଲ୍ଲାପାଳ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼, କିଛି ସରପଞ୍ଚ ଓ ସମିତିସଭ୍ୟ, ଅଙ୍ଗନବାଡି, ଏସ ଏଚ ଜି ଗ୍ରୁପର ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଆଭାସୀ ମାଧ୍ୟମରେ 5T ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ, ଅପରାହ୍ନ ଏକ ଘଣ୍ଟା ପଟେ ଏହି କାର୍ଯ୍ୟକ୍ରମ ଉଦଘାଟନ ହେବ ବୋଲି ସମୟ ସ୍ଥିର କରାଯାଇଛି । ଏହି ରିପୋର୍ଟ ଲେଖା ବେଳକୁ ଉଦଘାଟନ ହୋଇନାହିଁ, ପ୍ରାୟ ୨୦୦୦ ମହିଳା ଓ ସରକାରୀ କର୍ମଚାରୀ ନବୀନ ଓଡିଶା ଉଦଘାଟନରେ ଉପସ୍ଥିତ ରହିଛନ୍ତି, ୨୦୦୦ ଲୋକ ଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ।