ମଦନ ମୋହନ ମନ୍ଦିରରେ ଗିରି ଗୋବର୍ଦ୍ଧନ ପୂଜା

0
53
ମଦନ ମୋହନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୧) : ଗଜପତି ଜିଲ୍ଲାର କାଶୀନଗର ସହର ରେ ଥିବା ଶତାୟୁ ମଦନ ମୋହନ ମନ୍ଦିର ରେ ଗତ କାଲି ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି ।

ମନ୍ଦିରରେ ନାମ ସଂକୀର୍ତନ ହୋଇଥିଲା । ମନ୍ଦିରର ଟ୍ରଷ୍ଟି ବାଞ୍ଛା ନିଧି ପାତ୍ର ମଣ୍ଟୁ ପାତ୍ର, ଗୋପୀନାଥ ପାତ୍ର, ମଦନ ମୋହନ ପାତ୍ର, ଜଗା ପାତ୍ର, ଚିତ ପାତ୍ରଙ୍କ ସହଯୋଗରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପବିତ୍ର କାର୍ତିକ ମାସ ହେତୁ ଏହି ଗିରି ଗବର୍ଧନ ପୂଜା ହୋଇଥିଲା, ବହୁ ଭକ୍ତ ମାନେ ମଦନ ମୋହନଙ୍କୁ ଦର୍ଶନ କରି କୃପା ଲାଭ କରିଥିଲେ ।