ଶ୍ରୀ ମଦନ ମୋହନ ମନ୍ଦିରରେ ରାଧା ପାଦ ଦର୍ଶନ

0
36
ଶ୍ରୀ ମଦନ ମୋହନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୧) : ଆଜି ପବିତ୍ର କାର୍ତିକ ମାସ ର ଅଁଳା ନବମୀ ନିମନ୍ତେ କାଶୀନଗର ସହର ର ବିଭିନ୍ନ କୃଷ୍ଣ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କ ଚଳ ଚଞ୍ଚଳ ଦେଖାଯାଇଛି l

ଅଁଳା ନବମୀ ପାଇଁ କାଶୀନଗର ସ୍ଥିତ ଶତାୟୁ ମଦନ ମୋହନ ମନ୍ଦିର ରେ ସ୍ୱତନ୍ତ୍ର ପୂଜା ନିତୀ ଅନୁଷ୍ଠିତ ହେବା ସହ ଶ୍ରୀରାଧା ପାଦ ଦର୍ଶନ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି l ମନ୍ଦିରରେ ଥିବା ଅଁଳା ଗଛ ଗୁଡିକ ରେ ମହିଳା ମାନେ ବହୁ ସଂଖ୍ୟାରେ ରହି ପୂଜା କରୁଥିବା ଦେଖାଯାଉଛି l