ବିନିକା ରୁ ପୁରୀ ଜଗନ୍ନାଥ ଧାମ ଅଭିମୁଖେ ତୁଳସୀ ଯାତ୍ରା

0
37
ବିନିକା ରୁ ପୁରୀ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚନ୍ଦ୍ରମା ହୋଟେଲ ଠାରେ ବ୍ଲକ ଓ ନଗର କଂଗ୍ରେସ ତରଫରୁ ୬ ଦଫା ଦାବି ନେଇ ପୁରୀ ଜଗନ୍ନାଥ ଧାମକୁ ତୁଳସୀ ଯାତ୍ରା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l

ଏହି ଯାତ୍ରାରେ ଭଜନ ସଂକୀର୍ତନ ହରି ନାମ ଗୁଣ ଗାନ କରି ବିନିକା ସହର ଓ ୧୬ ଟି ଯାକ ପଞ୍ଚାୟତ ର ସମସ୍ତ ଗ୍ରାମରୁ ତୁଳସୀ ସଂଗ୍ରହ କରି ଏକ ସ୍ୱତନ୍ତ୍ର ଗାଡିରେ ପୁରି ଜଗନ୍ନାଥ ଧାମ କୁ ପଠାଗଲା ଏହି କାର୍ଯ୍ୟକ୍ରମ ବିନିକା ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତା ଙ୍କ ନେତୃତ୍ୱ ରେ ନରେନ୍ଦ୍ର ସାହୁ, ସଂଗ୍ରାମ କେଶରୀ ନାୟକ, ବିଜୟ କୁମାର ଭୋଇ, ସୁଧାଂଶୁ ପଣ୍ଡା, ମିତ୍ରଭାନୁ ଭୋଇ,ବିପିନ ବିହାରୀ ଚାନ୍ଦ, ଅନନ୍ତ କର୍ଣ୍ଣ, ସୁରଥ ପଧାନ, ରଶ୍ମି ରଞ୍ଜନ ବିଶି, କୃଷ୍ଣ ଚନ୍ଦ୍ର ପଧାନ, ଟିକେଶ୍ଵର ପଧାନ,ସୀତାରାମ ବହିଦାର, ବିରାଜି ପେରା, ଦୁର୍ୟୋଧନ ଖେତୀ, ନରସିଂହ ମିଶ୍ର, ଆନନ୍ଦ ଦାସ, ପାଣ୍ଡଵ ଭୋଇ, ନୀଳାଞ୍ଚଳ ଷlଣ୍ଢ, ସୌମିତ୍ରୀ ତରିଆ, ବିଶ୍ଵାମିତ୍ର ପଣ୍ଡା, ରୁଷି ସାହୁ, ବିପିନ ମେହେର, ଦଖିଳ ପଧାନ, କୁନା ପଣ୍ଡା, ଟିକୁ ହୋତା, ରମେଶ ପଣ୍ଡା, ସତ୍ୟା ନନ୍ଦ ପୁଟେଲ l