ଅଟୋ ସାଇଡ ଓଳଟିଲା ଟିପ୍ପର ଗାଡି

0
52
ଅଟୋ ସାଇଡ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବଳଦିଆ ଗାଁ ନିକଟରେ ଅଟୋ କୁ ସାଇଡ ଦେଇ ଭାରସାମ୍ୟ ହରାଇ ଓଳଟିଲା ଟିପ୍ପର ଗାଡିWhatsapp Image 2023 12 02 At 20.10.59

ସୂଚନା ଅନୁଯାୟୀ ଅଟୋ ଟି ଶିକର ପାଇ ଠାରୁ ସେରିଗୁମା ଯାଉଥିବା ବେଳେ ବଳଦିଆ ନିକଟରେ ଏହି ଗଠଣା ହୋଇଛି । ଉକ୍ତ ଟିପ୍ପର ଗାଡି କୋରାପୁଟ ଜିଲ୍ଲା ବନ୍ଧୁଗାଁ ର କୁମାରପୁଟ ଠାରୁ ପିଚୁ ଗୁରୁତୁଳି ରାସ୍ତା କାମ କୁ ପିଚୁ ନେଇ ଆସୁଥିବା ବେଳେ ହଠାତ ଅଟୋ ଆସିବାରୁ ଟିପ୍ପର ଗାଡିକୁ ସାଇଡ କରିବା ବେଳେ ବରସାମ୍ୟ ହରାଇ ଟିପ୍ପର ଅଳଟିଥିବା ଜଣାପଡିଛି । ଟିପ୍ପର ଗାଡି ଚାଳକଙ୍କୁ ସାମାନ୍ୟ ଆଘାତ ଦେଇଛି । କାହାରିକୁ କିଛି ହୋଇ ନ ଥିବା ଶୁଣିବାକୁ ମିଳିଛି ।