ଗ୍ରାମିଣ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ତାଲିମ ଶିବିର ଅନୁଷ୍ଠିତ

0
237

ରିପୋର୍ଟ : ନରୋତ୍ତମ ପାଢ଼ୀ //
ଚନ୍ଦ୍ରପୁର,(୧୨/୦୯) : ଗ୍ରାମିଣ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ତାଲିମ ଶିବିର ମୁନିଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସୋସାଇଟି ଫର୍ ୱେଲ୍ଫେୟର ଅଫ୍ ୱିକର ସେକ୍ସନ (ଏସ୍ ଡ଼ ବ୍ଲୁ ଡ ବ୍ଲୁ ଏସ୍) ପାରଳାଖେମୁଣ୍ଡି କାର୍ଯ୍ୟକାରୀ ସହାୟକ ସଂସ୍ଥା ପକ୍ଷରୁ ସୂଳ୍ପ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ଏକ ତାଲିମ୍ କାର୍ଯ୍ୟକ୍ରମ ଙ୍କୁ ସହାୟତା କରିଥିଲେ |

ଗ୍ରାମିଣ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ତାଲିମ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସଂଯୋଜକ କୈଳାଶ ଚନ୍ଦ୍ର ପାଳ ଓ ବିଷମ କଟକ ବ୍ଳକ ସଂଯୋକ ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢୀ ଓ ଅଂଶୁମାନ ମାନ ପାଲକା ଓ ଅନିତା ପୀଡିକାକା ଓ ମାଳତୀ ମହାନଦୀୟା ଓ ସତ୍ୟ ପ୍ରତିକା ଓ ସୁନାମଣି ପ୍ରତିକାଙ୍କ ଉଦ୍ୟମ ରେ ମୁନିଗୁଡା ବ୍ଳକ୍ ର ୧୭ ଟି ଗ୍ରାମ ପଞ୍ଚାୟତର ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ ମୁନିଗୁଡା ବ୍ଳକ୍ର ପ୍ରତ୍ୟକ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ କମିଟି ଗଠନ ଏବଂ ସର୍ବେ ‘ ମାନ ଚିତ୍ର ଅଭ୍ୟାସ ଖେଳରେ ତାଲିମ୍ ପ୍ରଦାନ କରାଯାଇଥିଲା ଶେଷରେ ଶ୍ରୀ ବାଳ ମୁକୁନ୍ଦ ପାଳ ଧନ୍ୟବାଦ ଜଣାଇଥିଲେ |