ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

1
32
ଉଲୁଣ୍ଡା ପଞ୍ଚାୟତ ସମିତି

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଦୁର୍ଗାଚରଣ ସାହୁ,ଦୁର୍ବାସା ପଧାନ, ତେଜଶ୍ରି ମିଶ୍ର, ରଶ୍ମିରାଣି ବଡପଣ୍ଡା, ରେଣୁକା ହୋତା, ମନୋଜ ମିଶ୍ର ପରିଚାଳନା କରିଥିଲେ । ଆଗରୁ ୧୦୦ମି ଦୌଡ଼, ୨୦୦ମିଦୌଡ଼, ଫୁଟବଲ, ଲମ୍ବଜମ୍, ହାଇଜମ୍ବ, ଡିସକସ୍, କ୍ରିକେଟ ଖେଳ ହେଇଥିବା ବେଳେ ଆଜି କଲେଜ ପଡ଼ିଆରେ କବାଡି ପ୍ରତିଯୋଗିତା ହୋଇଥିଲା । ଏହି କବାଡି ପ୍ରତିଯୋଗିତା ରେ ସଚିନ ସେଠୀ,ପ୍ରିତମ କର୍ମୀ, ସିପୁନ ବାରିକ ଆଦି ଖେଳାଳି ଉତୀଣ୍ଣ ହୋଇଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।

1 COMMENT

Comments are closed.