ଗଜପତି ପିସ୍ଟା ସଂଘଠନ ର ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର

0
39
ଗଜପତି ପିସ୍ଟା ସଂଘଠନ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୦/୧୨) : ଆଜି ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ କେଉଟ ସାହି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ସାତ ଗୋଟି ବ୍ଲକର ସଂଘଠାନିକ କର୍ମ କର୍ତ୍ତା ଓ ରାଜ୍ୟ ସାଂଗଠାନିକ ସମ୍ପାଦିକାଙ୍କ ଉପସ୍ଥିତିରେ ଗଜପତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଜଗଦୀଶ ପାତ୍ର, ଉପ ସଭାପତି ଶ୍ରୀ ବି ଗୋପାଳ ରାଓ, ଆର୍ ମଧୁ, ପରାମର୍ଶ ଦାତା ପ୍ରଭାତ ପାଢ଼ୀ, କୋଷାଧ୍ୟକ୍ଷ ଭାଗିରଥି ନାୟକ, ରମାକାନ୍ତ ହୋତା, ପଦଲା ଗଜପତି, ଆର ମାଧବୀ ଉପାସିତ ରହି ସଂଘ୍ କୁ ସୁଦୃଢ଼ କରିବା ସହ ଆଗାମୀ ଡିସେମ୍ବର ସୁଦ୍ଧା ଶିକ୍ଷକ ମାନଙ୍କ ତିନିଗୋଟି ମୁଖ୍ୟ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ପୁନଃ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବାରି ସତ୍ୟମ୍ ତ୍ରିଲୋଚନ ପାନୁଲୁ, ହରିନଥ, ମୃତ୍ୟୁଞ୍ଜୟ ବି ଯୋଗ ଦେଇଥିଲେ ।