ବଲାଙ୍ଗୀର ଜିଲ୍ଲା ବିଦ୍ୟା ଭାରତୀ ଆନୁକୂଲ୍ୟରେ ଆର ପି ଏଲ ସାର୍ଟିଫିକେଟ ପ୍ରଦାନ

0
228

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ବଲାଙ୍ଗୀର,(୧୪/୦୯) : ବଲାଙ୍ଗୀର ଜିଲ୍ଲା ବିଦ୍ୟା ଭାରତୀ ଆନୁକୂଲ୍ୟରେ ମା ଇଣ୍ଟରନେଟ କେଫ ତରଫରୁ ଆରପିଲ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

ଏଥିରେ ସି ଏସ ସି ତରଫରୁ ଜିଲ୍ଲା ମୁଖ୍ୟ ଶ୍ରୀ ଆଶିଷ ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଶ୍ରୀ ରାମଚନ୍ଦ୍ର ବେହେରା, ଅଧକ୍ଷ ବଲାଙ୍ଗୀର ଜିଲ୍ଲା ବିଦ୍ୟା ଭାରତୀ ସ୍କୁଲ ଅଧକ୍ଷ ଆରପିଏଲ ସାର୍ଟିଫିକେଟ ପ୍ରଦାନ କରିଥିଲେ | ସି ଏସ ସି, ତେଲିଗୋଠ ପଡା ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀଙ୍କ ତତ୍ଵାବଧାନରେ ସାର୍ଟିଫିକେଟ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ |