ଜୀବନ ଜୋତୀ କେଲଜ ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

0
42
ସଡ଼କ ସୁରକ୍ଷା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୦/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜୋତୀ କେଲେଜ ପିଲାମାନଙ୍କୁ ନେଇ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ହୋଇଥିଲା ।

ଜୀବନ ଜୋତୀ କେଲଜ ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ । ସେହି କାର୍ଯ୍ୟକ୍ରମରେ ରାଇକିଆ ପୋଲିସ୍ ଅଫିସର ଉପସ୍ଥିତ ଥିଲେ । ପିଲା ମାନେ ନାରା ଦେଇ ଯାଉଥିଲେ ମଦ ପିଇ ଗାଡି ଚଳାନ୍ତୁ ନାହିଁ, ଦ୍ରୁତ ଗତି ରେ ଗାଡି ଚଳାନ୍ତୁ ନାହିଁ, ସିଟ ବେଲ୍ଟ ଗାଡି ଚଲେଇଲା ବେଳେ ପିନ୍ଧିବା, ଓ ଅନେକ ଗୁଡିକ ବିଷୟ ରେ କହୁଥିଲେ । ଛୋଟ ପିଲା ମାନଙ୍କୁ ଗାଡି ଚଲେଇ ବାକୁ ନଦେବା ମଧ୍ୟ କହୁଥିଲେ । ଓ ସେଚେତନ୍ କରିଥିଲେ । ଏହି ସଚେତନ ରାଲି କେଲେଜ ରୁ ବାହାରି ବଜାର ବୁଲି ପୁଣି କେଲେଜକୁ ଯାଇଥିଲେ ।