ରାଇକିଆରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0
59
ରାଇକିଆରେ ଜୀବନ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୦/୧୨) : କନ୍ଧମାଳ ଜିଲ୍ଲା ରାଇକିଆ ଯୁବ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।Whatsapp Image 2023 12 19 At 19.37.21

ରକ୍ତଦାନ ଶିବିରରେ ମୋଟ ୪୩ ଜଣ ସ୍ଵେଚ୍ଛାକୃତ ରକ୍ତ ଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉପ ବାଚସ୍ପତି ସାଲୁଗା ପ୍ରଧାନ, ଜିଲ୍ଲା ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି, କ୍ଲେଶ ପ୍ରଧାନ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ରିନା ପ୍ରଧାନ, ସ୍ଵତନ୍ତ୍ର ବିକାଶ ପରିଷଦ ସଦସ୍ୟ ଭୂଷଣ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ରାଇକିଆ ବ୍ଲକ୍ ବିଜେଡ଼ି ସଭାପତି ରାଜମୋହନ ଦିଗାଳ, ସାଂସଦ ପତ୍ରିନିଧି ସୁଧାଂଶୁ ପାଣିଗ୍ରାହୀ, ଜିଲ୍ଲା ଯୁବ ସଂପାଦକ ମିଥୁନ ଦିଗାଳ, ବ୍ଲକ ଛାତ୍ର ସଭାପତି ରୋଶନ ନାୟକ, ମହିଳା ସଭାପତି ଶୀତଳ ନାୟକ ଯୋଗଦେଇ ଉତ୍ସାହିତ କରିବା ସହ ପରିଚାଳନା କରିଥିଲେ ।