କାଶୀନଗର ବିଭିନ୍ନ ଯାଗାରେ ସାଧାରଣତନ୍ତ୍ର ଦିବସ ପାଳିତ

0
52
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ ଏନ ଏ ସି ର ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

କାଶୀନଗର ଶ୍ରୀରାମ ଜୁନିଅର କଲେଜ, ଶ୍ରୀରାମ ଡିଗ୍ରୀ କଲେଜ ବାରଣାସୀ ହାଇସ୍କୁଲ, ମଜାଲା ସାହି ଉପ୍ରା ବିଦ୍ୟାଳୟ,ବାଳିକା ବିଦ୍ୟାଳୟ, ହରିଜନ ସାହି ବିଦ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ, ବିଭିନ୍ନ ଅଫିସରେ ସାଧାରଣତନ୍ତ୍ର ଦିବସ ଓ ମାନଜ୍ଞ ପେରେଡ ଅନୁଷ୍ଠିତ ହୋଇଥିଲା । ପିଲାମାନେ ସହର ପରିକ୍ରମା କରି ବିଭିନ୍ନ ନାରା ଦେଇଥିଲେ । କାଶୀନଗର ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଏହି ଦିବସ ପାଳିତ ହୋଇଛି ।