ଏହି ସଂସାର ବଡ଼ ବିଚିତ୍ର !

0
44
ଏହି ସଂସାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧) : ଗତ କାଲି ରାତ୍ର ରେ ଗଜପତି ଜିଲ୍ଲା କାଶୀନଗର ବସ ଷ୍ଟାଣ୍ଡ ଠାରେ ଏକ ବିଚିତ୍ର ଚିତ୍ର ଦୃଷ୍ଟି ଗୋଚର ହୋଇଛି ।

ଏହି ସଂସାର ବଡ଼ ବିଚିତ୍ର ! ସୂଚନା ମୁତାବକ ଗତ କାଲି ରାତ୍ର ପ୍ରାୟ ସାଢେ ଦଶଟା ସମୟ ରେ ଗୋଟିଏ ବୁଲା କୁକୁର ଗୋଟିଏ ଗାଈ ର କ୍ଷୀର ଖାଉଥିଲା । ଗାଈ ଟି ଅନାୟାସ ରେ କୌଣସି ପ୍ରତିକ୍ରିୟା କରୁନଥିଲା । ବରଂ ବଡ଼ ଖୁସି ରେ ସେ ନିଜ ଛୁଆ କୁ କ୍ଷୀର ଦେଲା ପରି ମାନେ ହେଉଥିଲା, ଏହି ଦୃଶ୍ୟ କୁ ଆମ ପ୍ରତିନିଧି ନିଜ ମୋବାଇଲ ରେ ଫୋଟ ଉଠାଇଛନ୍ତି ।