ଗୁଣପୁର ରେ ଯୋଗଦେଲେ ନୂଆ ଉପ ଜିଲ୍ଲାପାଳ

3
68
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୧) : ଆଜି ଗୁଣପୁର ଉପଖଣ୍ଡ ସଦର ମହକୁମାରେ ନୂତନ ଉପ ଜିଲ୍ଲାପାଳ ଭାବେ କୀରଣଦୀପ କାଉର ସାହଟା, ଭାରତୀୟ ପ୍ରଶାସନିକ ସେବା ଯୋଗଦାନ କରିଛନ୍ତି ।

ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କରି ଗୁଣପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଭାରତୀୟ ପ୍ରଶାସନିକ ସେବାରେ ରହି ଗୁଣପୁରରେ ପ୍ରଥମ ଯୋଗଦାନ ଅଟେ ।

3 COMMENTS

Comments are closed.