କାଶୀନଗର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ବାଗ ଦେବୀ ଙ୍କ ପୂଜା

0
118
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୨) : କାଶୀନଗର ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସରସ୍ବତୀ ପୂଜା ଅନୁଷ୍ଠିତ ହୋଇଯାଇଛି ।

ଘରୋଇ ଓ ସରକାରୀ ବିଦ୍ୟାଳୟରେ ଆଜି ବାଗଦେବୀଙ୍କ ପୂଜା ପିଲାମାନେ କରିଛନ୍ତି । ପିଲାମାନେ ସକାଳୁ ନୂଆ ବସ୍ତ୍ର ପିନ୍ଧି ଫୁଲ ସଂଗ୍ରହ କରି ବିଦ୍ୟାଳୟ ରେ ପହଂଚି ପୂଜା ନିମଗ୍ନ ହୋଇଛନ୍ତି । କଲେଜ, ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହା ଆଡମ୍ବର ସହକାରେ ପୂଜା ସାରିଛି ।