ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ

0
48
ନୂତନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୨) : ତା. ୧୪.୦୨.୨୦୨୪ ରିଖ ରେ ଶ୍ରୀ ଓହୋଲ ସଚିନ ଆନ୍ନାସାହେବ, ଆଇ.ଏଫ.ଏସ (୨୦୨୧ ବ୍ୟାଚ) ରାୟଗଡା ବନଖଣ୍ଡର ନୂତନ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ସେ ଶ୍ରୀ ଏସ. ଆନନ୍ଦ, ଆଇ.ଏଫ.ଏସଙ୍କ ଠାରୁ ଭାର ଗ୍ରହଣ କରିଛନ୍ତି । ଏସ ଆନନ୍ଦ ଗଜପତି ଓ ରାୟଗଡା ଦୁଇଟି ଜିଲ୍ଲାରେ ଗତ ୫.୦୯.୨୩ରୁ ଆଜି ପର୍ଯନ୍ତ ଦୀର୍ଘ ୫ମାସ ଧରି ଦାୟିତ୍ୱ ତୁଲାଉଥିଲେ l ନୂତନ ବନଖଣ୍ଡ ଅଧିକାରୀ ଶ୍ରୀ ନାନାସାହେବ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାରେ ପ୍ରବେଶନର ଏସିଏଫ ଭାବରେ କାର୍ଯ୍ୟ ତୁଳlଉଥିଲେ l ନୂତନ ବନଖଣ୍ଡ ଅଧିକାରୀଙ୍କୁ ବିଭିନ୍ନ ମାହୋଲରୁ ସ୍ୱାଗତ କରିଛନ୍ତି l