ଶ୍ରୀ ଭେଙ୍କେଟେଶ୍ୱର ସ୍ନାତକ ବିଦ୍ୟାଳୟ ରେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ

0
84
ଶ୍ରୀ ଭେଙ୍କେଟେଶ୍ୱର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୩) : କାଶୀନଗର ସହର ରେ ଥିବା ଶ୍ରୀ ଭେଙ୍କେଟେଶ୍ୱର କଲେଜ ରେ ଗତ କାଲି ପଞ୍ଚାୟତି ରାଜ ଦିବସ ଉପଲକ୍ଷେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାକେଜ ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ପଟନାୟକ ସଭାପତିତ୍ୱ କରିଥିଲେ, ମୁଖ୍ୟ ଅତିଥିଭାବେ ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରଣୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଓ କଲେଜ ଅଧ୍ୟାପକ ମାନେ ଯୋଗଦେଇ ପରିଚାଳନା କରିଥିଲେ କେ. ବିଜୟ କୁମାର, ଛାତ୍ର ଓ ଛାତ୍ରୀ ନୂଆ ଉତ୍ସାହ ନେଇ ଏହି କାର୍ଯ୍ୟକ୍ରମରେ ଯୋଗଦେଥିଲେ ।