ବୁଦୁରା ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

0
59
ବୁଦୁରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୩) : ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି ।

ଏହି ଟୁର୍ନାମେଣ୍ଟରେ ୮ ଗୋଟି ଟିମ ଖେଳିଥିଲେ ସେଥି ମଧ୍ୟରୁ kitingi ଦଳ ବିଜୟ ହୋଇଥିବାବେଳ ବୁଦୁର ଦଳ ରନର୍ସ ଭାବେ ବିବେଚିତ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ ଯୋଗ ଦେଇ ବିଜେତା ଓ ରନର୍ସ କୁ ଟ୍ରୋଫି ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଉପସବାପତି ରକ୍କାମ ସତୀଶ, କେ. ସୀତାପୁର ସରପଞ୍ଚ କେ. ତେଜେଶ୍ୱର ରାଓ, ଖଣ୍ଡବା ସମିତି ଜଗନ୍ନାଥ ଦରା ଓ ସରପଞ୍ଚ ସମିତି ସଭ୍ୟ ଓ ଅନ୍ୟ ନେତା ମଧ୍ୟ ଯୋଗଦାନ ଦେଇଥିଲେ । ଖଣ୍ଡାବା ସମିତି ସଭ୍ୟ ଜଗନାଥ ଦୋରା ମଧ୍ୟ ଉପସ୍ଥିତ ରହି ପ୍ରଶତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ ।