ବୁଡ଼ୁଣି ଛକ ଟର୍ଣ୍ଣିଙ୍ଗରେ ବlଇକ ଧକ୍କାରେ ଜଣେ ମୃତ୍ୟୁ

0
90
ବୁଡ଼ୁଣି ଛକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୯/୩) : ରାୟଗଡା ଜିଲ୍ଲା ବିଷମ କଟକ ନିକଟସ୍ଥ ବୁଡ଼ୁଣି ଛକ ଟର୍ଣ୍ଣିଙ୍ଗ ରାସ୍ତାରେ ବlଇକ ଧକ୍କାରେ ବlଇକ ଚାଳକଙ୍କ ମୃତ୍ୟୁ ଘଟିଛି lWhatsApp Image 2024 03 29 at 20.10.44 ବୁଡ଼ୁଣି ଛକ ଟର୍ଣ୍ଣିଙ୍ଗରେ ବlଇକ ଧକ୍କାରେ ଜଣେ ମୃତ୍ୟୁ

ମୃତକ ଙ୍କ ନାମ ଖଗେଶ୍ୱର ହିକକା ବୟସ ୨୫ ବର୍ଷ ତାଙ୍କ ପିତାଙ୍କ ନାମ.ବଲ୍ଲଭ ହିକକା ଗ୍ରାମ ପେଡି ପଦର ଚାଟିକୋଣl ପଞ୍ଚାୟତ ଚାଳକଙ୍କ ବlଇକ ନମ୍ବର – OR -18 – C.31104 ବିଷମ କଟକ ଠାରେ ଦୋଳ ପୁର୍ଣିମା ଯାତ୍ରା ର ନାଟକ ଦେଖି ବlଇକ ଚାଳକ ଘରକୁ ଫେରିବା ବେଳେ ଟ୍ରକର ଲାଇଟ ଆଲୁଅ ରେ ବୁଡୁଣୀ ଛକ ଟର୍ଣ୍ଣିଙ୍ଗ ରାସ୍ତାରେ ପଡ଼ି ଧକ୍କା ହୋଇ ମୃତ୍ୟୁ ଘଟିଥିବା ବେଳେ ସେଇ ଗ୍ରାମର ଲୋକ ମାନେ ପୋଲିସ କୁ ଖବର ଦେବାରୁ ପୋଲିସ ସେଠାକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତକ ଙ୍କୁ ବିଷମ କଟକ ସରକାରୀ ହସ୍ପିଟାଲ କୁ ଏକ ଆମ୍ବୁଲାନ୍ସ ସଙ୍ଗେ ପଠାଇଛନ୍ତି l

ମୃତକ ବ୍ୟକ୍ତି ତାଙ୍କ ପରିବାର ର ଏକ ମାତ୍ର ପୁତ୍ର ହେଇଥିବା ବେଳେ ପରିବାର ର ଭାରଣ ପଷଣ କରିବା ଭାରି କଷ୍ଟସାଧ୍ୟ ବୋଲି ପେଡ଼ିପଦର ଗ୍ରାମ ବାସି ବହୁତ ଦୁଃଖ ପ୍ରକାଶ କରି ସରକାର ଙ୍କୁ କିଛି ସାହାଯ୍ୟ ପାଇଁ ଜଣାଇଛନ୍ତି l