ବିଷମ କଟକ କଲ୍ୟାଣୀ ମଣ୍ଡପ ଠାରେ ଉତ୍କଳ ଦିବସ ଅନୁଷ୍ଠିତ 

0
66
ବିଷମ କଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧/୪) : ରାୟଗଡା ଜିଲ୍ଲା ବିଷମ କଟକ କଲ୍ୟାଣୀ ମଣ୍ଡପ ଠାରେ ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ଦିବସ ପାଳନ ଅନୁଷ୍ଟିତ ହୋଇଥିଲା।

ଏହି ସଭା ରେ ମଞ୍ଚା ସିନ ଭଦ୍ର ବ୍ୟକ୍ତି ଗଣ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଜଗନ୍ନାଥ ସରାକା,ମୁଖ୍ୟ ବକ୍ତା ଶ୍ରୀ ରଙ୍ଗନାଥ ନାୟକ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଶ୍ରୀ ତ୍ରିନାଥ ଗୌଡ଼, ବଜେପି ଶ୍ରୀ ରାମଦାସ ଉଲ୍ଲକା, d IeT ର ପ୍ରିନସିପାଲ ଶ୍ରୀ ଶରତ ଚନ୍ଦ୍ର ସେଠ,ବିଷମ କଟକ କୋରାପୁଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଶଙ୍କର ଦାସ, ଶ୍ରୀ ଉତରସିଲି ମକରଧ୍ବଜ, ଶ୍ରୀ ସୁକାନ୍ତ ସେଠୀ, ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ର ଚେରମେନ୍ ଶ୍ରୀ ବାଳ ମୁକୁନ୍ଦ ପାଳ ଓ ଅଂଶୁମାନ ପାଲା କା, କର୍ମ କର୍ତ୍ତା ବୃନ୍ଦ, diet ର ଛାତ୍ର ଓ ଛାତ୍ରୀ ଶିକ୍ଷକ ବୃନ୍ଦ, ଗ୍ରାମର ମାନ୍ୟ ଗଣ ବ୍ୟକ୍ତି ବୃନ୍ଦ, ନାରୀ ସସକତି କରଣ ସପନା ଗୁରୁ କୁ ସମ୍ବର୍ଦ୍ଧନା, ଓ ସାମ୍ୱାଦିକ ବୃନ୍ଦ ଶ୍ରୀ ବିଦ୍ୟା ଧର ପ୍ରଧନୀ, ଶିବ ପାଢ଼ୀ, ଦିଲୀପ ପଡ଼ିହାରି, ଅରୁଣ ଭୀମସିଂ, ନରୋତ୍ତମ ପାଢ଼ୀ,ପପୁ ନାୟକ ଓ ମହିଳା ସଂଘ ର ମା ମାନେ ଓ ଗ୍ରାମ ବାସୀ ବୃନ୍ଦ ଉପସ୍ଥିତ ରହିଥିଲେ ।