ବ୍ରହ୍ମପୁର ସାଂସଦ ଙ୍କୁ ଉପ ସଭାପତି ସହ ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତ

0
168
ବ୍ରହ୍ମପୁର

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୩/୪) : ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟନାୟକ ଆଜି ଏକ ପ୍ରେସ ବିବୃତି ଜାରି କରିଛନ୍ତି ।

ସେ ଏହି ବିବୃତି ରେ ଉଲ୍ଲେଖ କରିଛନ୍ତି କି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଙ୍କୁ ଦଳ ର ଉପ ସଭାପତି ଓ ଟା ସହ ଇସ୍ତାହାର କମିଟି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ର ଏହି ନିଯୁକ୍ତି ମିଳିବା ପରେ ତାଙ୍କ ସଂସଦୀୟ କ୍ଷେତ୍ର ର ନେତା ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ, ଏନ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ, ଅଧ୍ୟଖ୍ୟା ଏମ ସୁଧାରଣୀ, ବରିଷ୍ଟ ନେତା ଶ୍ରୀ ରକମ ସତୀଶ, ରକମ ଜ୍ୟୋତି ଶୁଭେଚ୍ଛା ଜଣାଇଛନ୍ତି ।