ବୁଡାମାହା ବ୍ରିଜରେ ସ୍କୁଟି ଦୁର୍ଘଟଣା ରେ ୩ ଜଣ ମୃତ

0
49
ବୁଡାମାହା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୮/୦୪) : ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ନିକଟ ବୁଡାମାହା ବ୍ରିଜରେ ସ୍କୁଟି ଦୁର୍ଘଟଣାରେ ୩ ଜଣ ମୃତ ।WhatsApp Image 2024 04 08 at 11.19.00 ବୁଡାମାହା ବ୍ରିଜରେ ସ୍କୁଟି ଦୁର୍ଘଟଣା ରେ ୩ ଜଣ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ତିନିଜଣ ହେଲେ ବିରିକୋଟ ଗ୍ରାମର ବସନ୍ତ ପଣ୍ଡା (୩୦) ବେରେଡ଼ାକିଆ ଗ୍ରାମର କୁଶଳ ଦିଗାଲ (୨୫) କାଜୁରୀନାଜୁ ଗ୍ରାମର ବ୍ରହ୍ମାନନ୍ଦ ଭୋଇ (୨୫) ରାଇକିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜି. ଉଦୟଗିରି SDPO ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।