ରାଇକିଆ ରେ ତେର ଦିନଧରି ଚାଲିଥିବା ଦଣ୍ଡ ନାଚର ଆଜି ମେରୁ ପର୍ବ କାର୍ଯ୍ୟକ୍ରମ

0
47
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୩/୦୪) : କନ୍ଧମାଳ ଜିଲ୍ଲା ରାଇକିଆ କାଳୀ ମନ୍ଦିରର ଦଣ୍ଡ କମଟି ଦ୍ୱାରା ତେରଦିନ ଧରି ପାଳିତ ଦଣ୍ଡ ନାଚ ରେ ଖୁବ ସୁନ୍ଦରଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 04 13 at 13.07.54 ରାଇକିଆ ରେ ତେର ଦିନଧରି ଚାଲିଥିବା ଦଣ୍ଡ ନାଚର ଆଜି ମେରୁ ପର୍ବ କାର୍ଯ୍ୟକ୍ରମ

ଏହି ତେର ଦିନ ଧରି ପାଳିତ ଦଣ୍ଡ ସକାଳୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳ ଙ୍କୁ ବରଣ କରଯାଇଥାଏ । ଅପରାହ୍ନ ରେ ଧୂଳି ଦଣ୍ଡ, ଓ ନଈ କୂଳ ରେ ପାଣି ଦଣ୍ଡ ହୋଇ ଥାଏ। ଓ ଏହି ତେର ଦିନ ମଧ୍ୟରେ ଲୋକ ମାନେ ମଧ୍ୟ ବହୁ ସୁନ୍ଦର ଭାବେ ଦଣ୍ଡ ନାଚ ଦେଖି ଥାଆନ୍ତି,। ଆଜି ସକାଳୁ ସବୁ ମାୟା ଦଣ୍ଡୁଆ ଓ ନାଚୁଆ ପିଲା ମାନେ ବହୁ ସୁନ୍ଦର ଭାବେ ଦଣ୍ଡ ମାଙ୍କୁ ଧରି ଦାଣ୍ଡ ବୁଲି ସାରି ନିଜ ମନ୍ଦିର ପାଖରେ ରୁହନ୍ତି,। ଓ ଦଣ୍ଡ ନାଚ ପରିବେଷଣ କରି ଥାଆନ୍ତି । ଓ ଆଜିମେରୁ ଦିନ ବହୁ ଲୋକ ମାନେ ସନ୍ଧ୍ୟ ରେ ମନ୍ଦିର ପାଖରେ ଉପ ସ୍ଥିତ ଥାଆନ୍ତି । ଓସେହି ଦଣ୍ଡ ନାଚ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରି ଥାଆନ୍ତି ।