ରାଇକିଆ, ବଢ଼ୁ ଛି ତାତି ଲୋକ ମାନେ ଅସ୍ତବ୍ୟସ୍ତ

0
16
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୦/୦୪) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଗ୍ରୀଷ୍ମ ତାତି ବଢୁଛି, ବା ଏହି ଗ୍ରୀଷ୍ମ ପ୍ରବାହ ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି ।WhatsApp Image 2024 04 19 at 13.23.49 ରାଇକିଆ, ବଢ଼ୁ ଛି ତାତି ଲୋକ ମାନେ ଅସ୍ତବ୍ୟସ୍ତ

ଏହା ପ୍ରଭାବ ରେ ଦିନ ୧୦ଟା ରୁ ୪ ଟା ଯାଏଁ ରାସ୍ତା ରେ ଲୋକ ମାନେ ମଧ୍ୟ ଭଲ ଭାବରେ ବାହାରନ୍ତି ନାହିଁ,। ତାପମାତ୍ରା ବି ଅଧିକ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ କାମ କରିବା ଲୋକ ମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି । ସେହି ଭଳି ବୁଲା ବିକାଳି ଓ ବିଭିନ୍ନ ବେପାରୀ ମାନେ ମଧ୍ୟ ବହୁ ଅସୁବିଧା ହେଉ ଚନ୍ତି । ଖରା କୁ ଦେଖି ଲୋକ ମାନେ ସେତେ ଚଳ ଚଞ୍ଚଳ ଭାବେ ପ୍ରଚଳନ କରୁ ନ ଥିବାରୁ ବେବ ସାୟପ୍ରତିଷ୍ଠାନ ଠୁ କରି ଗାଡି ବେବସାୟ ମାନ୍ଦା ପଡି ରହିଛି । ଓ ଯେଉଁ ଲୋକ ମାନେ କାମ ରେ ଦୂର ରୁଆସି ଥାଆନ୍ତି ସେମାନେ ଥଣ୍ଡା ଦୋକାନ ରେ ଖରା ରୁ ବା ପେଟ ଥଣ୍ଡା ରଖିବା ପାଇଁ ଥଣ୍ଡା, ଲସି, ଦୋକାନରେ, ରୁଣ୍ଡ ହୋଇ ପିଊ ଥିବା ର ଦେଖି ବାକୁ ମିଳିଥାଏ ।

Leave a Reply