ରୁପେଶ ଙ୍କ ପାଇଁ ସମର ସଜ୍ଜା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟଖ୍ୟା

0
82
ରୁପେଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୪) : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପାରଳାଖେମୁଣ୍ଡି ଆସନ ରୁ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।

ଏଥି ପାଇଁ କିଭଳି ଲୋକ ଙ୍କୁ ପ୍ରସ୍ତୁତ କରିବାକୁ ହେବ ଓ ବହୂ ସଂଖ୍ୟା ରେ ଲୋକ ଯେଭଳି ଉପସ୍ଥିତ ହେବେ ସେ ନେଇ ବିଧାୟକ ଙ୍କ ଗଡ଼ ବୋଲାଯାଉଥିବା ହାଡୁଭାଙ୍ଗି ବ୍ଲକ ର ଛଡାଂଗିପୁର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ରାଓ ଓ ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ଵାଲା ସାୟାମ୍ମା ନିଜ ର ସମର୍ଥକ ଯୋଗାଡ଼ ନିମନ୍ତେ ଏଠାରେ ଗତ ରାତ୍ର ରେ ଗୋଟି ଚାଳନା କରୁଥିବା ଦେଖିବାକୁ ମିଳିଛି । ବିଜେଡ଼ି ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କ ନିମନ୍ତେ ସମର୍ଥକ ଯୋଗାଡ଼ କାର୍ଯ୍ୟ ରେ ରାତିଦିନ ଏକାକାର କରିଦେଇ ଛନ୍ତି ଉଭୟେ , ଆସନ୍ତା ତେର ତାରିଖ ରେ ଏହି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ ।

Leave a Reply