ବିଧାନସଭାର ବିଜୟ ଲଢେଇ ରେ ଯୁବ ଏବଂ ଛାତ୍ର କଂଗ୍ରେସର ଲକ୍ଷ

0
44
ବିଧାନସଭାର

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୭/୦୪) : କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରାଇକିଆ ବ୍ଲକ ରେ କଂଗ୍ରେସ ର ଯୁବ ମେଳି ଦେଖିବାକୁ ମିଳିଛି ।

ବିଧାନସଭାର ବିଜୟ ଲଢେଇ ରେ ଯୁବ ଏବଂ ଛାତ୍ର କଂଗ୍ରେସର ଲକ୍ଷ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ଗୁଡିକ ମଇ ଦାନରେ ହଇଛୁଇଁ ସୃଷ୍ଟି କରୁଥିବା ସମୟରେ ରାଇକିଆ ବ୍ଲକ ରେ ମଧ୍ୟ କଂଗ୍ରେସ ର ଯୁବ ସଭାପତି ବିବେକ ନନ୍ଦ ଦିଗାଲ ଏବଂ କଂଗ୍ରେସ ଛାତ୍ର ସଭାପତି ସୁମନ ନାୟକ ତଥା ଜିଲ୍ଲା ଯୁବ ସାଧାରଣ ସୋମ୍ପାଦକ ଉତ୍ତମ ନାଥ ଦିଗାଲ ଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ନନ୍ଦ କିଶୋର ଦାଶ ଙ୍କ ସହିତ ଆଗାମୀ ନିର୍ବାଚନକୁ ଦୃଷ୍ଟି ରେ ରଖି କଂଗ୍ରେସ କୁ ବିଜୟ ର ସ୍ୱାଦ ଚଖେଇବା ନିମନ୍ତେ ଆଲୋଚନା ବୈଠକ ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ବୈଠକରେ ଦଳ ର ପ୍ରୋତ୍ୟକ ସଦସ୍ୟ ବୃନ୍ଦ ଯେପରି ନିରପେକ୍ଷ ଭାବରେ କାର୍ଯ୍ୟ ନିର୍ବାହ କରିବେ ଏବଂ ଦଳ ର ଯେଉଁ ଇସ୍ତାହାରକୁ ସାଧାରଣ ଲୋକଙ୍କ ପାଖକୁ ଘରେ ଘରେ ପହଁଞ୍ଚେଇବେ ଏହି ସମ୍ପର୍କ ରେ ରଣ ନୀତି ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି । କେବଳ ଦେଖିବାକୁ ବାକି ରହିଲା ଜଣସାଧାରଣ କାହାକୁ ବିଜୟବା ସୁନା କଳସ ଢ଼ାଳି ବେ ବାମୋହର ମାରୁଛନ୍ତି ।

Leave a Reply