ଦଳୀୟ ନାମାଙ୍କନ ପତ୍ର ଦାଖଲ

0
22
ଦଳୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୪) : କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପବିତ୍ର ବେହେରାଙ୍କ ପାଖରେ ଦଳୀୟ ନାମାଙ୍କନ ପତ୍ର ଦାଖଲWhatsApp Image 2024 05 01 at 14.53.33 1 ଦଳୀୟ ନାମାଙ୍କନ ପତ୍ର ଦାଖଲ

ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭୦-ନଂ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀ ସନ୍ତୋଷ ସିଂ ସାଲୁଜା ତିନି ସିଟ ପ୍ରାର୍ଥୀ ପତ୍ର ଓ କୋଶଳ ମୁକ୍ତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଶ୍ରୀ ଦେବେନ୍ଦ୍ର କୁମାର ଜୈନ ଏକ ସିଟ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ, କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପବିତ୍ର ବେହେରାଙ୍କ ପାଖରେ ଦାଖଲ କରିଛନ୍ତି ।WhatsApp Image 2024 05 01 at 14.53.32 1 ଦଳୀୟ ନାମାଙ୍କନ ପତ୍ର ଦାଖଲ

୬୯- ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ବିରେନ୍ଦ୍ର କୁମାର ବାଗ, ଭାରତୀୟ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ତିନି ସିଟ ପ୍ରାର୍ଥୀ ପତ୍ର ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ଶ୍ରୀ କ୍ଷେମରାଜ ଅଗ୍ରୱାଲ ଏକ ସିଟ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ, ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀ ତଥା ଉପଜିଲ୍ଲାପାଳ ଶ୍ରୀ ରେହାନ ଖେତ୍ରି ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।WhatsApp Image 2024 05 01 at 14.53.32 ଦଳୀୟ ନାମାଙ୍କନ ପତ୍ର ଦାଖଲ