ତାଡମା ପଂଚାୟତରେ ବିଜେଡ଼ି କୁ ଭୋଟ ଦେବା ପାଇଁ ଅନୁରୋଧ- କଣ୍ଡାବାବୁ

0
56
ତାଡମା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୫) : ତାଡମା ପଂଚାୟତରେ ବିଜେଡ଼ି କୁ ଭୋଟ ଦେବା ପାଇଁ ଅନୁରୋଧ– କଣ୍ଡାବାବୁ ।WhatsApp Image 2024 05 10 at 06.09.13 ତାଡମା ପଂଚାୟତରେ ବିଜେଡ଼ି କୁ ଭୋଟ ଦେବା ପାଇଁ ଅନୁରୋଧ- କଣ୍ଡାବାବୁ

ଆଜି ରାୟଗଡାର ନିର୍ବାଚନୀ ମଣ୍ଡଳୀର ତାଡ଼ାମା ପଞ୍ଚାୟତ ଅଧୀନରେ ସିଂପୁଟ, ଗୁରୁମଗୁଡା ବିଭିନ୍ନ ଗ୍ରାମରେ ଆୟୋଜିତ ସଧାରଣ ନିର୍ବାଚନ ପ୍ରଚାର ବୈଠକରେ ବିଜେଡି ରାୟଗଡାର ବରିଷ୍ଟ ସଙ୍ଗଠକ ଶ୍ରୀ ଯୁକ୍ତ ୟାଲ୍ଲା କୋଣ୍ଡା ବାବୁ ଯୋଗ ଦେଇ ଆସନ୍ତା ମେ ୧୩ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ସଙ୍ଗେ ସଙ୍ଗେ ଆମ ଦଳର ବିଧାୟିକା ପ୍ରାର୍ଥିନୀ ଶ୍ରୀମତୀ ଅନୁସୟା ମାଝୀଙ୍କୁ ଗୋଟିଏ ଥର ଏବଂ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ କୌଶଲ୍ୟା ହିକକାଙ୍କୁ ଆଉ ଗୋଟିଏ ଥର ଶଙ୍ଖ ଚିହ୍ନରେ ବଟନ୍ ଦବାଇ ଜିତାଇ ଆଣିବାକୁ ସମସ୍ତଙ୍କ ସହଯୋଗ ଏବଂ ଆଶୀର୍ବାଦ ଭିକ୍ଷା କରିଥିଲେ ।

Leave a Reply