ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବକ୍ଷକ ଶ୍ରୀ ଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ରାୟଗଡା ଗସ୍ତ

0
1438
ବିଜୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୯/୦୪) : ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବକ୍ଷକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ରାୟଗଡା ଗସ୍ତWhatsApp Image 2024 04 19 at 11.06.28 ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବକ୍ଷକ ଶ୍ରୀ ଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ରାୟଗଡା ଗସ୍ତ

ଆଜି ଦିନିକିଆ ରାୟଗଡ଼ା ଗସ୍ତରେ ଆସିଥିବା ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବକ୍ଷକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀନାୟକଙ୍କୁ ପୁଷ୍ପ ଗୁଛ ଦେଇ ବିଜେଡି ରାୟଗଡାର ବରିଷ୍ଟ ସଙ୍ଗଠକ ଶ୍ରୀ ଯୁକ୍ତ Yalla Kondababu, ଆମ ଓଡ଼ିଶା ନବୀନ ଓଡିଶା ଜିଲ୍ଲା ସଂଯଜକ ଶ୍ରୀ ଯୁକ୍ତ P.Gouri, ରାୟଗଡା ଲେମ୍ପସ୍ ସଭାପତି Chakra Bidika , ରାୟଗଡାର ବରିଷ୍ଟ ଆଇନ ଯିବି Biraja Patra, ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ Binayak Polai,ଯୁବ ସଙ୍ଗଠକ K.Srinivas, Sudhakar Karkaria ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୁ ବୃନ୍ଦ ସାକ୍ଷାତ କରି ଆଗାମୀ ସାଧାରଣ ନିର୍ବାଚନ ରେ କିଭଳି ସଂଗଠନ କୁ ମଜବୁତ କରାଯିବ ଏବଂ ଘରେ ଘରେ Naveen Patnaik ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦଳୀୟ ସଂଗଠନକୁ ଆହୁରି ମଜବୁତ କରି ନିର୍ବାଚନ ଲୋଢୀବା ପାଇଁ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ।

Leave a Reply