ରାଲି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ମହିଳା ମାନଙ୍କ ପ୍ରତିବାଦ ସଭା ଆୟୋଜନ

0
211

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ,(୦୧/୧୧) : ରାଲି ଗ୍ୟାସ ଓ ତେଲ ର ଦର ବୃଦ୍ଧି ପାଇଁ ବିଷମ କଟକ ବ୍ଲକ ନୀର୍ବାଚନ ମଣ୍ଡଳୀ ମହିଳା ଯୁବ ମୋର୍ଚ୍ଚା ତରଫରୁ ରାଲି କରି ଵିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀକୁ ଦାବୀପତ୍ର ପ୍ରଦାନ କରାଗଲା ।557ea904 184a 4264 9792 d3979dca179a ରାଲି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ମହିଳା ମାନଙ୍କ ପ୍ରତିବାଦ ସଭା ଆୟୋଜନ

ରାଲି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ମହିଳା ମାନଙ୍କ ପ୍ରତିବାଦ ସଭାରେ ବିଜେଡି ବ୍ଲକ ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ଡି ଶିବା ଦୀଶାଇ, ଶ୍ରୀ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ନାନୁ ପଣ୍ଡା, ଶ୍ରୀ ଜତୀ ପ୍ରସାଦ ସାହୁ, ମୁନୀଗୁଡା ବ୍ଲକ ସମ୍ପାଦକ ଶ୍ରୀ ଵୃଦ୍ଧାବନ ପାଢୀ, ଶ୍ରୀ ଜଗନ୍ନାଥ ନୃଣ୍ଡୃକା, ମହୀଳ ସଭାନେତ୍ରୀ ସୁକୁନ୍ତଳା ନୃଣ୍ଡୃକା, ବହୁଧା ମହିଳା ସୀଙ୍ଗାରି ୱଡାକା, ସନା କୁଟ୍ରୁକା, ଦାନା ପ୍ରସକ, ସରମିଳା, ରତ୍ନ ଲାଲ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୈଡ, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଶ୍ରୀ ସୁଧିର ଦାସ, ଡମ୍ବରୁଧର ପିଡିକା କୁଟ୍ରାଗଡ ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଶ୍ରୀମତୀ ଅନୀତା ପିଡିକା, ଶ୍ରୀ ପଦ୍ମ ଲୋଚନ ବିଭାର, ଶ୍ରୀ ଚନ୍ଦ୍ର ପତି ଗରଡିଆ, ଶ୍ରୀ ପୁରୁଷତ୍ତମ ଜେନା ଏବଂ ବିନୋଦ ଉରାଲାକ, ଶ୍ରୀ ଭରତ ହିକାବାଡି, ଶ୍ରୀ ଡମ୍ବରୁଧର ଚୈଧରୀ, ସରପଞ୍ଚ ଆଦି ଯୋଗଦେଇଥିଲେ |