ନୂଆଗଡ ବ୍ଲକ୍ ର ସୁନ୍ଦର ଦାଙ୍ଗ ନଗ ନୂଆ ପଞ୍ଚାୟତ ଅଫିସ ଉଦ୍ଘାଟିତ

0
187

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୨/୧୧) : ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକ୍ ର ସୁନ୍ଦର ଦାଙ୍ଗ ନୂଆ ପଞ୍ଚାୟତ ଗୃହ କୁ ରାଜ୍ୟ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍ଘାଟନ କରିଛନ୍ତି ।WhatsApp Image 2021 11 12 at 11.55.06 AM 1 ନୂଆଗଡ ବ୍ଲକ୍ ର ସୁନ୍ଦର ଦାଙ୍ଗ ନଗ ନୂଆ ପଞ୍ଚାୟତ ଅଫିସ ଉଦ୍ଘାଟିତ

ନୂଆଗଡ ବ୍ଲକ୍ ର ସୁନ୍ଦର ଦାଙ୍ଗ ନଗ ନୂଆ ପଞ୍ଚାୟତ ଅଫିସ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଡ୍. ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ସୁଧୀର ଦାସ ଓ ସ୍ଥାନୀୟ ନେତା ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ ମଧ୍ୟ ଉପସ୍ଥିତ ଥିଲେ ।