ନିଯୁକ୍ତି ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
201

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୭/୧୧) : କାଶୀନଗର ବ୍ଲକରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । f2882c5c eab7 4e62 9ef6 d1a511b90b19 ନିଯୁକ୍ତି ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଉକ୍ତ ସଭାରେ ମୁଖ୍ଯ ଅତିଥି ଭାବେ ପିଡିଡିଆରଏ ଅନାମ ଚନ୍ଦ୍ର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ ଲକ୍ଷ୍ମୀ ପ୍ରସାଦ ସାହୁ ମଞ୍ଚାସୀନ ହୋଇଥିଲେ । ଏହି ନିଯୁକ୍ତି ପରାମର୍ଶ ଶିବିର କାର୍ଯ୍ୟକ୍ରମ ରେ ରୋଜଗାରର ସୁବିଧା ବଢାଇବା ଓ ଦକ୍ଷତାର ବିକାଶ ପାଇଁ କାଶୀନଗର ବ୍ଲକରେ ପ୍ରାୟ ୫୫ ଜଣ ବେରୋଜଗାରୀ ପ୍ରାର୍ଥୀ ଓ ୩୪ ଜଣ ପ୍ରର୍ଥୀନୀ ଯୋଗ ଦେଇ ଥିଲେ । କାଶୀନଗର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |