ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ପକ୍ଷରୁ ସୃତି ର ଜନ୍ମ ଦିନ ପାଳିତ

0
165

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୮/୧୨) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ରାମନାକୁପୁଲୀ ଗ୍ରାମ ରେ ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ପକ୍ଷରୁ ସୃତୀ ର ୭ ମ ଜନ୍ମ ଦିବସ ପାଳନ କରୁଛନ୍ତି ।WhatsApp Image 2021 12 20 at 8.18.59 AM ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ପକ୍ଷରୁ ସୃତି ର ଜନ୍ମ ଦିନ ପାଳିତ

ଆମ ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ସଭାପତି ନେତ୍ରୀ ଅନିତ ପିଡିକାକା ସୃତୀ ର ୭ ମ ଜନ୍ମ ଦିବସ ଆୟୋଜନ କରିଥିଲେ ଏବଂ ସମ୍ପାଦକ ଭାବରେ ଶ୍ରୀ ନରତ୍ତମ ପାଢୀ ସହଯୋଗ କରିଥିଲେ ଏବଂ ରିମା ଆଙ୍କି, ମନିକା, ସଞ୍ଜନା, ମିନତି, ଲିନା, ଚନ୍ଦ୍ରିକା, ମାନସ, ଚନ୍ଦ୍ର, ରେଣୁକା, ପୁଲକ, ଶ୍ରୀନୁ, ବାବୁଲା, ପବନ ଦେବ, ବବୁଲ ସମସ୍ତ ସଦସ୍ୟ ତରଫରୁ ସମ୍ପୂର୍ଣ ଅଲଗା ପାରମ୍ପରିକ ଭାବେ ସୃତି ର ଜନ୍ମ ଦିନ ପାଳନ କରିଛନ୍ତି । ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ମୁଖ୍ୟ ଓ ଗ୍ରାମ ବାସୀ ।