Thursday, March 28, 2024

Top 5 This Week

Related Posts

ସୁଶାସନ ଦିବସ ଅବସରରେ ହରଭଙ୍ଗା ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ସାଧାରଣ ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୧୨) : ହରଭଙ୍ଗା ବ୍ଲକ ବିଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ବାମନ ବାରିକ ଙ୍କ ଅଧ୍ୟକ୍ଷତାରେ ଆଜି ସୁଶାସନ ଦିବସ ଅବସରରେ ଏକ ସାଧାରଣ ସଭା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି ।24010775 b16c 498d 8180 705db850ef8b ସୁଶାସନ ଦିବସ ଅବସରରେ ହରଭଙ୍ଗା ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ସାଧାରଣ ବୈଠକ

ସୁଶାସନ ଦିବସ ଅବସରରେ ହରଭଙ୍ଗା ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ସାଧାରଣ ବୈଠକ ରେ ବରିଷ୍ଠ କାର୍ଯ୍ୟକର୍ତା ମାଗୁଣି ଗାଇଗଉରିଆ, ରବୀନ୍ଦ୍ର ପ୍ରଧାନ, ସଂଗ୍ରାମ ବେହେରା, ଗରୁଡ଼ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟଦେବ କର୍ଣ, ବୃନ୍ଦାବନ ଦନ୍ତା, ସୁବାଷ କୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ଶେଷରେ ମକୁନ୍ଦ କଂହର ଙ୍କୁ ପୁରୁଣା କଟକ ମଣ୍ଡଳ ର ହରିଜନ ମୋର୍ଚ୍ଚା ର ସଭାପତି ଘୋଷଣା କରାଯାଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles