Friday, March 29, 2024

Top 5 This Week

Related Posts

କାଶୀନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳ ର ବିଭିନ୍ନ ଚର୍ଚ୍ଚରେ ଏକ୍ସ୍ ମାସ ପାଳିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୫/୧୨) : ଆଜି କାଶୀନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳ ର ବିଭିନ୍ନ ଚର୍ଚ୍ଚରେ ଏକ୍ସ ମାସ୍ ପାଳିତ ହୋଇଯାଇଛି ।563ffc9a 2004 487b b666 7e5392b6f1ee କାଶୀନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳ ର ବିଭିନ୍ନ ଚର୍ଚ୍ଚରେ ଏକ୍ସ୍ ମାସ ପାଳିତ

କୋଭିଦ୍ କଟକଣା କୁ ମାନି କାଶୀନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳ ର ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀ ମାନେ ଯୀଶୁ ଙ୍କ ଧରପୃଷ୍ଟ କୁ ଆଗମନ କୁ ଖୁସିରେ ପାଳନ କରିଛନ୍ତି । ଅଲଦା ଠାରେ ଥିବା ବଡ଼ ଚର୍ଚ୍ଚ, ଗାନ୍ଧୀ ନଗର ଚର୍ଚ୍ଚ, କାଶୀନଗର ସହର ରେ ଥିବା ଚର୍ଚ୍ଚ ଗୁଡିକରେ ଏହି ଉତ୍ସବ ପାଳିତ ହୋଇଛି । କାଶୀନଗର ବ୍ଲକର ବିଜେଡ଼ି ସଭାପତି, ଟାଉନ୍ ସଭାପତି ବରିଷ୍ଠ ବିଜେଡ଼ି ନେତା ଜି ତିରୁପତି, କେ ମଧୁ, ରାଜେଶ୍ ମିଶଲ୍ ଏହି ଉତ୍ସବ ରେ ଯୋଗ ଦେଇ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀ ଙ୍କୁ ଖ୍ରୀଷ୍ଟମାସ ର ଅଭିନନ୍ଦନ ଜଣାଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles