ଝାରସୁଗୁଡାରେ ଭୁଶୁଡୁଛି ବିଜେଡି ଗଡ଼

0
160
ଝାରସୁଗୁଡାରେ

ରିପୋର୍ଟ : ପ୍ରଶାନ୍ତ
ଝାରସୁଗୁଡା, (୦୬/୦୩) : ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଜିତ ରେ ମସଗୁଲ ଥିବା ଶାସକ ବିଜୁ ଜନତା ଦଳ (ବିଜେଡି) କୁ ଝାରସୁଗୁଡାରେ ଲାଗିଛି ଶକ୍ତ ଧକ୍କା lWhatsApp Image 2022 03 06 at 6.52.41 AM ଝାରସୁଗୁଡାରେ ଭୁଶୁଡୁଛି ବିଜେଡି ଗଡ଼WhatsApp Image 2022 03 06 at 6.52.41 AM 1 ଝାରସୁଗୁଡାରେ ଭୁଶୁଡୁଛି ବିଜେଡି ଗଡ଼

ଦୁଇ ଦିନ ତଳେ ବିଜୁ ଜନତା ଦଳ (ବିଜେଡି) ଛାଡି ୬୦୦ କର୍ମୀଙ୍କ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦାନ କରିବା ପରେ ପରେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଝାରସୁଗୁଡାରେ ବିଜେଡି ଦଳ ରେ ଆରମ୍ଭ ରୁ ଥିବା କର୍ମୀ ତ୍ରୀନାଥ ଗୁଆଲଙ୍କ ବିଜେପି ରେ ଯୋଗଦାନ ଦେବା ଶାସକ ଦଳ କୁ ଶକ୍ତ ଧକ୍କା ଦେଇଛି l ବିଜୁ ଜନତା ଦଳ ରେ ବରିଷ୍ଠ କର୍ମୀଙ୍କୁ କୋଣ ଠେସା ଯୋଗୁଁ ଅଣ ନିଶ୍ୱାସୀ ହୋଇ ଶେଷରେ ବିଜେଡି ଛାଡି ବିଜେପି ରେ ବିଦ୍ଧି ବଦ୍ଧ ଭାବେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ l ବିଜେଡି ଗଡ଼ କୁହାଯାଉଥିବା ଝାରସୁଗୁଡା ବର୍ତ୍ତମାନ ଭୁଶୁଡିବାରେ ଲାଗିଛି l