ଅଖିଳ କୁମାର ପାତ୍ର ଖାରଡ଼ା ସରପଞ୍ଚ ଦାୟିତ୍ଵ ନେଲେ

0
211
ଅଖିଳ କୁମାର ପାତ୍ର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/ ୦୩) : ଆଜି ସକାଳେ ଅଖିଳ କୁମାର ପାତ୍ର ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ଖା ର ଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ଵ ନେଇଥିବା ଜଣା ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ର ଖା ରାଡ଼ା ଗ୍ରାମ ପଞ୍ଚାୟତ ରୁ ଶ୍ରୀ ଅଖିଳ କୁମାର ପାତ୍ର ଜଣେ ଉଛ ଶିକ୍ଷିତ ବ୍ୟକ୍ତି ହିସାବ ରେ ସରପଞ୍ଚ ଭାବେ ଜିତି ଥିଲେ । ସେ ଆଜି ମୁହୂର୍ତ୍ତ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ନିଜ ଦାୟିତ୍ଵ ନେଇଛନ୍ତି । ଶ୍ରୀ ପାତ୍ର ଜଣେ ଦୃଢ଼ ସଂଘଠକ ଅଟନ୍ତି । ତାଙ୍କୁ ସେହି ପଞ୍ଚାୟତ ର ପୂର୍ବତନ ସରପଂଚ ତଥା ବରିଷ୍ଠ ନେତା ସି ଏଚ୍ଛ ଲୋକନାଥ, ଜି ତିରୁପତି ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବାଲା ସାୟମ୍ମା ଓ ସମିତି ଅଧ୍ୟକ୍ଷା ଶୁଭେଚ୍ଛା ଜଣାଇଛନ୍ତି ।