ଭୃଗୁ ଓ ବିଧାୟକ ବିଜେପି ର ଷ୍ଟାର ପ୍ରଚାରକ

0
246
ଭୃଗୁ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୩) : କାଶୀନଗର ପୌର ନିର୍ବାଚନ ପାଇଁ ଭୃଗୁ ଓ ବିଧାୟକ ଷ୍ଟାର ପ୍ରଚାରକ ସାଜିଛନ୍ତି |

ଆଜି କାଶୀନଗର ପୌର ନିର୍ବାଚନ ପାଇଁ ଏକ ରୋଡ ସୋ କାର୍ଯ୍ୟକ୍ରମ ରେ ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଓ ପାରଳା ବିଧାୟକ କେ ନାରାୟନ ରାଓ କାଶୀନଗର ୧୩ ଟି ୱାର୍ଡ ରେ ରୋଡ ସୋ କରି ପ୍ରଚାର କରିଛନ୍ତି । ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ କେ ଦିବ୍ୟ। ଓ ଦଳ ରେ କାଉନସିଲର ପାଇଁ ଠିଆ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ ।

ସ୍ଥାନୀୟ ନେତା ଶ୍ରୀ ମୁକୁନ୍ଦ ରାଓ, ନଳିନୀ ପାତ୍ର, ଏଡ୍ ବୈକୁଣ୍ଠ ରାଓ, ଆର୍ ନାରାୟନ ରାଓ, ଏନ୍ କୋଟେଶ୍ଵର ରାଓ, ପ୍ରଶାନ୍ତ ସାହୁ, କନ୍ୟା କୁମାରୀ ସାହୁ ଵଦଦା ଚେଲପତି ରାଓ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।