-5.7 C
Innichen
Thursday, August 18, 2022

ହାଟଖୁଡୁପି ଗ୍ରାମରେ ଉତ୍କଟ ଜଳ ସମସ୍ୟା

ରିପୋର୍ଟ : ଅର୍ଜୁନ ହରିଜନ //
କୁନ୍ଦ୍ରା, କୋରାପୁଟ, (୨୬/୦୩) : କୋରାପୁଟ ଜିଲ୍ଲା ର କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ଘୁମର ପଂଚାୟତ ର ହାଟଖୁଡୁପି ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି l ଗ୍ରୀଷ୍ମ ଆରମ୍ଭରେ ଏପରି ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ l

ହାଟଖୁଡୁପି ଗ୍ରାମରେ ମୋଟ ଜନସଂଖ୍ୟା ୪୭୪ ଥିବା ବେଳେ ପ୍ରଶାସନ ପକ୍ଷରୁ ଗାଁ ରେ ୪ଟି ନଳକୂପ ଖନନ କିରାଯାଇଛି l କିନ୍ତୁ ସେହି ନଳକୂପ ଗୁଡିକ ଖରା ଦିନେ ନିଅଣ୍ଟିଆ ପାଣି ଲାଗି ବାଧ୍ୟ ହୋଇ ଗାଁ ଲୋକେ ଛୁଆଁ ପାଣି ଉପରେ ନିର୍ଭର କରନ୍ତି l ମୋଟ ଘୁମର ପଂଚାୟତ ର ୬ଟି ୱାର୍ଡରେ ଏହିପରି ପାନୀୟ ଜଳ ସଙ୍କଟ ରହିଛି l ପୂର୍ବରୁ ପ୍ରଶାସନ କୁ ଏହି ସମସ୍ୟା ବିଷୟରେ ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି l

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles