ପୁତୁରା ର ଟାଙ୍ଗିଆ ମାଡ଼ ରେ ବଡବାପା ମୃତ

0
175
ପୁତୁରା ର ଟାଙ୍ଗିଆ

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ, (୧୩/୦୪) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାଲି ଗାଡୁ ଗ୍ରାମରେ ପୁତୁରା ର ଟାଙ୍ଗିଆ ମାଡ଼ରେ ବଡବାପା ର ମୃତ୍ୟୁ ଘଟିଥିବା ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଛି ।

ରାଇକିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି କାରଣରୁ କାରଣରୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ପୁତୁରା ମିଲଟନ୍ ଦିଗାଲ (୨୪) ଓ ବଡବାପା ନିକଦନ ଦିଗାଲ (୬୦) ମଧ୍ୟ ରେ ବଚସା ହୋଇଥିଲା । ଏଥିରେ ଉତଖିପ୍ତ ହୋଇ ମିଲଟନ୍ ଦିଗାଲ ଟାଙ୍ଗିଆ ରେ ବଡବାପା ନିକଦନ ଦିଗାଲ ଙ୍କୁ  ଆକ୍ରମଣ କରିଥିଲା । ପୁତୁରା ର ଟାଙ୍ଗିଆ ମାଡ଼ ରେ ଗୁୁରୁତର ଆହତ ହୋଇ ଥିବା ନିକଦନ୍ ଙ୍କୁ ରାଇକିଆ ମେଡିକାଲ ଭର୍ତି କରାଯାଇଥିଲା । ସେଠାରେେ ନିକଦନ୍ ଙ୍କର ମୃତ୍ୟୁୁ ଘଟିଥିଲା । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି ।