ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ରେ ନୂତନ ଉପ ନିର୍ଦ୍ଦେଶକ ଙ୍କ ଯୋଗଦାନ

0
171
ସୁବର୍ଣ୍ଣପୁର ଜିଲ୍ଲା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୫) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ରେ ନୂତନ ଉପ ନିର୍ଦ୍ଦେଶକ ଭାବରେ ଚତୃର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି l

ଯୋଜନା ଓ ସଂଯୋଜନା ବିଭାଗ ର ପତ୍ର ସଂଖ୍ୟା ୫୫୦୭, ତା. ୪/୫/୨୦୨୨ ଅନୁସାରେ ଶ୍ରୀଯୁକ୍ତ ସାହୁ ଙ୍କୁ ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଶ୍ରୀସାହୁ କନ୍ଧମାଳ ଜିଲ୍ଲା ରେ ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ l ଶ୍ରୀ ସାହୁ ୨୦୦୪ ମସିହାରୁ ୧୦୧୮ ଏବଂ ୧/୧/୨୦୧୯ ରୁ ୧୧/୨/୨୦୧୯ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ର ଯୋଜନା ବିଭାଗ ର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ l