ଶୀତଳଷଷ୍ଠୀ ଉପଲକ୍ଷେ କୁଲତା ସମାଜ ବଲାଙ୍ଗୀର ଜିଲ୍ଲା ରେ ଦହି ପାଣି ବଣ୍ଟନ

0
175
ଶୀତଳଷଷ୍ଠୀ ଉପଲକ୍ଷେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୬/୦୬) : ଆଦ୍ୟ ତା ୦୬/୦୬/୨୦୨୨ ରିଖ ଦିନ କୁଲତା ସମାଜ ବଲାଙ୍ଗୀର ଆନୁକୂଲ୍ୟରେ ସ୍ଥାନୀୟ ପାଟଣା ହୋଟେଲ ଛକ ଠାରେ ଶୀତଳଷଷ୍ଠୀ ଉପଲକ୍ଷେ ଜଣ ସାଧାରଣଙ୍କୁ ଦହି ପାଣି ବଣ୍ଟନ କରାଯାଇଥିଲା ।

ଶୀତଳଷଷ୍ଠୀ ଉପଲକ୍ଷେ ସମାଜ ର ଉପଦେଷ୍ଟା ସଦସ୍ୟ ତଥା ପୂର୍ବତନ ସଭାପତି ଶ୍ରୀ ଯୁକ୍ତ ରାହାସ ବିହାରୀ ମାଝୀ କାର୍ଯ୍ୟ କୁ ଉନ୍ମୋଚିତ କରିବା ସହିତ ସଭାପତି ସୁରଥ ପଧାନ, ସମ୍ପାଦକ ଶାନ୍ତନୁ କୁମାର ଭୋଇ, ଉପସଭାପତି ଶାନ୍ତନୁ କୁମାର ପାତ୍ର, ସୁଧୀର କୁମାର ଭୋଇ, ସହ ସଂପାଦକ ରାମଚନ୍ଦ୍ର ଭୋଇ, କାର୍ଯ୍ୟକାରୀ ସଦସ୍ୟ ମଧୁ ସାହୁ, ଜିତେନ୍ଦ୍ର କୁମାର ଭୋଇ, ବିକାଶ ରଞ୍ଜନ ବାରିକ, ବରିଷ୍ଠ ସଭ୍ୟ ସଞ୍ଜୟ ଶେଖର ଭୋଇ, ବିଦେଶୀ ପଧାନ, ବୃଷଭ ସା, ବିକାଶ ଚନ୍ଦ୍ର ପଧାନ ତଥା ଯୁବ ସାମୁଖ୍ୟ ସଂଯୋଜକ ସୁଦର୍ଶନ ସାହୁ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ବିଶ୍ୱାଳ, ରୋହିତ ରଞ୍ଜନ ସାହୁ, ଆକାଶ ପଧାନ ନେତ୍ରାନବ ପଧାନ, ଲଳିତ ପଧାନ, ଦିନେଶ ଭୋଇ ଓ ନିରଞ୍ଜନ ଗଡ଼ତ୍ୟା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା ।