ଓଡ଼ିଶା ଡ୍ରାଇଭର ମହାସଂଘ ରାମଗଡ ଶାଖା ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

0
138
ଓଡ଼ିଶା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୭/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ର ଓଡ଼ିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ଆଜି ରାମଗଡ ମହାନଦୀ କୂଳରେ ବିରାଜିତ ବାବା କେଦାରେଶ୍ୱର ଶୈବ ପୀଠରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 17 at 6.29.30 PM ଓଡ଼ିଶା ଡ୍ରାଇଭର ମହାସଂଘ ରାମଗଡ ଶାଖା ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ସଂଘ ର ସମସ୍ତ ଡ୍ରାଇଭର ଭାଇ ଙ୍କ ଉପସ୍ଥିତରେ ବାବା ବିଶ୍ୱକର୍ମା କୁ ଆବାହନ କରି ପୂଜାକାର୍ଯ୍ୟ କରାଯାଇଥିଲା । ପରେ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ, ଓ ବସ୍ତ୍ର ଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଅଂଚଳ ବାସି ଡ୍ରାଇଭର ମହାସଂଘ କୁ ପ୍ରଶଂସା କରିଛନ୍ତି ।