ଗୁଡ଼ାରୀ ବ୍ଲକ ର ସମସ୍ୟା ଗୁଡ଼ିକୁ ଗୁଣୁପୁର ବିଧାୟକ ଙ୍କ ସହ ଆଲୋଚନା

0
277
ଗୁଡ଼ାରୀ ବ୍ଲକ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୨/୧୦) : ଗୁଡ଼ାରୀ ବ୍ଲକ ର ସମସ୍ୟା ଗୁଡ଼ିକୁ ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ ଙ୍କ ସହ ଆଲୋଚନା କରାଯାଇଥିଲା ।WhatsApp Image 2022 10 22 at 8.40.43 PM ଗୁଡ଼ାରୀ ବ୍ଲକ ର ସମସ୍ୟା ଗୁଡ଼ିକୁ ଗୁଣୁପୁର ବିଧାୟକ ଙ୍କ ସହ ଆଲୋଚନା

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ର ସମସ୍ୟା ଗୁଡ଼ିକୁ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗୋମାଙ୍ଗ ଙ୍କ ସହ ପୂର୍ବରୁ ପ୍ରଦାନ କରାଯାଇଥିବା ଗୁଡ଼ାରୀ ଅଞ୍ଚଳ ର ସମସ୍ୟା ଗୁଡ଼ିକର ପ୍ରଗତି ବିଷୟରେ ଆଲୋଚନା କରିବା ସହ କିଭଳି ତାହା ଯଥାଶୀଘ୍ର କାର୍ଯ୍ୟକ୍ଷମ ହୋଇ ପାରିବ ସେ ବିଷୟରେ ଅନୁରୋଧ ଓ ଆଲୋଚନା କରାଯାଇଥିଲା । ମାନ୍ୟବର ବିଧାୟକ ଉକ୍ତ ସମସ୍ୟା ଗୁଡ଼ିକୁ ବିଭାଗୀୟ ମନ୍ତ୍ରୀ ଓ 5T ଅଧିକାରୀଙ୍କୁ ଅବଗତ କରାଇବା ସହ ଯଥାଶୀଘ୍ର ସମାଧାନ କରିବାକୁ ଅନୁରୋଧ କରିଛି ବୋଲି ୟୁଥ ଫର ଚେଞ୍ଜ ସଦସ୍ୟ ମାନଙ୍କୁ କହିଥିଲେ ।