ବିଷମକଟକ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଅଷ୍ଟପ୍ରହରୀ ବା ନାମ ସଂକ୍ରିତନ ଅନୁଷ୍ଠିତ

0
143
ବିଷମକଟକ ଶ୍ରୀ

ରିପୋର୍ଟର : ନରତ୍ତମ ପାଢ଼ୀ
ରାୟଗଡା, (୭/୧୧) : ବିଷମକଟକ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଅଷ୍ଟପ୍ରହରୀ ବା ନାମ ସଂକ୍ରିତନ ଅନୁଷ୍ଠିତ ହେବ ।WhatsApp Image 2022 11 06 at 20.58.44 1 ବିଷମକଟକ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଅଷ୍ଟପ୍ରହରୀ ବା ନାମ ସଂକ୍ରିତନ ଅନୁଷ୍ଠିତ

ବିଷମକଟକ ଶ୍ରୀ ରାଧାକୃଷ୍ଣ ମନ୍ଦିରକୁ ବହୁଦୂର ଦୂର ରୁ ଭକ୍ତ ମାନେ ଆସିବା ସହ ବହୁ କୀର୍ତ୍ତନ ମଣ୍ଡଳୀ ଙ୍କୁ ଦେଖିବାକୁ ମିଳିବ । ବଡଦ୍ୱାର ସାହି ର ସମସ୍ତ ଯୁବ ସମାଜ ଅତି ସୁନ୍ଦର ଭାବରେ କୁଞ୍ଜବନ ରୂପେ ଉକ୍ତ ମନ୍ଦିର ର ନାମ ଯଞ୍କ ପିଠକୁ ସଜାଇଛନ୍ତି ଯାହା କି ସମସ୍ତ ଭକ୍ତ ଙ୍କ ମନକୁ ଆନନ୍ଦ ପ୍ରଦାନ କରିବା ସହ ଭକ୍ତି ର ଏକ ପରିବେଷ ସୃଷ୍ଟି କରୁଛି । ଏଠାକୁ ଅନେକ ଆସିବା ପାଇଁ କମିଟି ଆପଣ ମାନଙ୍କୁ ଅନୁରୋଧ କରୁଛି । ଶ୍ରୀ ପାସାଦ ଦାସ, ଶ୍ରୀ ସୁବାଷ ଚନ୍ଦ୍ର ବକ୍ସି, ଶ୍ରୀ ଦେବ ପ୍ରସାଦ ପଟ୍ଟାୟକ, ଶ୍ରୀ ପୃଥିବୀ ରଜ ସାହୁ, ଶିବ ଦେଶାଇ ଏବଂ ବାଳ ମୁକୁନ୍ଦ ପାଲ୍ ଓ କାହ୍ନୁ ସନ୍ତୋଷ ।